ବାପା ମାରିଦେଲା ପୁଅକୁ

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦନା ଗାଁରେ ଘଟିଛି ଏକ ଅଭବନୀୟ ଘଟଣା। ନିଶାସକ୍ତ ପୁଅର ମାଡ଼, ଗାଳି ଓ ପ୍ରତିଦିନର ଗଣ୍ଡଗୋଳରେ ଅତିଷ୍ଟ ହୋଇ ଜଣେ ବାପା ନିଜ ପୁଅକୁ ଠେଙ୍ଗରେ ପିଟି ପିଟି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଧରି ଥାନାକୁ ଆଣିଥିବା ବେଳେ ମୃତଦେହର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି। ପୁଲିସ ଠାରୁ ମିଳିଥିବା … Continue reading ବାପା ମାରିଦେଲା ପୁଅକୁ